କଣ୍ଟିଆ କପ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟିଆ କପ୍ଟା
ଉଚ୍ଚାରଣ: Kaṇṭiā kapṭā

ପ୍ରାଦେ. (ସମ୍ବଲପୁର) ବି —

ସ୍ତ୍ରୀଲୋକଙ୍କର ସାଧାରଣତଃ ଘରେ ପିନ୍ଧିବା ମୋଟା ଖଦି —Coarse cloth ordinarily used by females as homewear.