କଣ୍ଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟୀ
ଉଚ୍ଚାରଣ: Kaṇṭī
টিয়ারী; টেরী

ସଂ. ବିଣ. (କଣ୍ଟ+ଇନ୍; ୧: ମା. ୧: ବ) —

କଣ୍ଟକଯୁକ୍ତ — Thorny (M.W.)

ସଂ. ବି —

୧: କୃଷ୍ଣଚୂଡ଼ାଦିବର୍ଗର ଅଳ୍ପ କଣ୍ଟକମୟ ବୃହତ୍ ବନ୍ୟ କ୍ଷୂପବିଶେଷ — ୧. A wild thorny plant; Cæsalpina Dignya.

[ଦ୍ର—ଏଥିର ପତ୍ରରେ ୫ ଠାରୁ ୯ ଯୋଡ଼ା ପର୍ଯ୍ୟନ୍ତ ପର୍ଣ୍ଣ ଥାଏ ଫୁଲ ହଳଦିଆ, ଗୋଲ ଏବଂ କେଶରମୟ; ଏହା ବର୍ଷାଦିନେ ଫୁଟେ; ଏଥିର ଛୁଇଁ ଚେପ୍ଟା, ଦୃଢ, ମସୃଣ ଓ ୨୩ ଅଙ୍ଗୁଳ ଲମ୍ବ ଏହା କଷାୟ ରସ; ଛୁଇଁରେ ୨୩ଟି ମଞ୍ଜି ଥାଏ

(ଯୋଗେଶ୍ଚନ୍ଦ୍ର)

ଏଥିର ଫୁଲ ମହାଳୟାଶ୍ରାଦ୍ଧରେ ଅନ୍ୟାନ୍ୟ ଫଳମୂଳ ସଙ୍ଗେ ବଢ଼ାୟିବାପାଇଁ ଲୋଡ଼ା ହୁଏ]

୨: ଖଇର ଗଛ —୨. Acacia Catechu (M.W.).

୩: ବୃକ୍ଷବିଶେଷ — ୩. Achyranthus Aspera (M.W.).

୪: କୋଇଲେଖା ଗୁଳ୍ମ — ୪. Ruellia Longifolia (M.W.).

ଦେ. ବି —

କଣ୍ଟେଇକୋଳି (ଦେଖ) Kaṅṭeikoḻi (See)