କଣ୍ଟ୍ ବାଛ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟ୍ ବାଛ୍ କରିବା
ଉଚ୍ଚାରଣ: Kaṇṭbāchh karibā

ପ୍ରାଦେ. (ସମ୍ବଲପୁର) କ୍ରି —

୧: ମାପ ୟୋଖ କରି ହିସାବ କରିବା —୧. To strike up an account after calculation.

୨: ଭାବି ଚିନ୍ତି ହିସାବ କରିବା —୨. To calculate after much deliberation.

୩: ଅଗ୍ରପଶ୍ଚାତ୍ ଭାବିବା —୩. To deliberate.