କଣ୍ଠଗତପ୍ରାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠଗତପ୍ରାଣ
ଉଚ୍ଚାରଣ: Kaṇṭhagataprāṇa
(କଣ୍ଠଗତପ୍ରାଣା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କଣ୍ଠଗତ+ପ୍ରାଣ=ପ୍ରାଣ— ବାୟୁ) —

ପ୍ରାଣ କଣ୍ଠ ପର୍ଯ୍ୟନ୍ତ ଆସିଥିବା ଅବସ୍ଥାଯୁକ୍ତ (ବ୍ୟକ୍ତି); ପ୍ରାଣାନ୍ତକ ଅବସ୍ଥା— ପ୍ରାପ୍ତ; ମୁମୂର୍ଷୁ —(one) Reduced to the last extremity; on the point of breathing one's last; near dying; on the point of death.