କଣ୍ଠଶ୍ୱାସ
ଦେଖଣା
କଣ୍ଠଶ୍ବାସ —
ଉଚ୍ଚାରଣ: Kaṇṭhaṡwāsa
ସଂ. ବି. (୬ ଷ୍ଠୀ ତତ୍; କଣ୍ଠ+ଶ୍ବାସ) —
୧: କଣ୍ଠଦ୍ବାର ପାଟିବାଟେ ନିଶ୍ବାସପ୍ରଶ୍ବାସ ବହିବା —୧. Breathing by the mouth through the throat.
୨: ଅଣଚାଶ ପବନ ବୋହୁଥିବା ପ୍ରାଣାନ୍ତକ ଅବସ୍ଥା — ୨. The state of being at the last gasp.