କଣ୍ଠଶ୍ୱାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠଶ୍ବାସ
ଉଚ୍ଚାରଣ: Kaṇṭhaṡwāsa

ସଂ. ବି. (୬ ଷ୍ଠୀ ତତ୍; କଣ୍ଠ+ଶ୍ବାସ) —

୧: କଣ୍ଠଦ୍ବାର ପାଟିବାଟେ ନିଶ୍ବାସପ୍ରଶ୍ବାସ ବହିବା —୧. Breathing by the mouth through the throat.

୨: ଅଣଚାଶ ପବନ ବୋହୁଥିବା ପ୍ରାଣାନ୍ତକ ଅବସ୍ଥା — ୨. The state of being at the last gasp.