କଣ୍ଠସ୍ଥ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠସ୍ଥ କରିବା
ଉଚ୍ଚାରଣ: Kaṇṭhastha karibā

ଦେ. କ୍ରି —

ମୁଖସ୍ଥ କରିବା; ପଇଟାଇବା — To get by heart.