କଣ୍ଠାଗତ
ଦେଖଣା
କଣ୍ଠାଗତ —
ଉଚ୍ଚାରଣ: Kaṇṭhāgata
ସଂ. ବିଣ. (୨: ୟା ତତ୍; କଣ୍ଠ+ ଆଗତ) —
କଣ୍ଠପର୍ଯ୍ୟନ୍ତ ଆସିଥିବା — Come up to the throat.
କଣ୍ଠାଗତ —
ଉଚ୍ଚାରଣ: Kaṇṭhāgata
ସଂ. ବିଣ. (୨: ୟା ତତ୍; କଣ୍ଠ+ ଆଗତ) —
କଣ୍ଠପର୍ଯ୍ୟନ୍ତ ଆସିଥିବା — Come up to the throat.