କଣ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠି
ଉଚ୍ଚାରଣ: Kaṇṭhi
কণ্ঠি कंठला, कंठि

ସଂ. ବି (ସଂ. କଣ୍ଠୀ) —

୧: ଗଳାରେ ପିନ୍ଦାୟିବା ଏକସରିଆ ହାର — ୧. One-stringed necklace consisting of circular beads strung together.

୨: ହାରର ଗୋଲାକାର ଦାନା — ୨. One of the beads strung into a necklace.

୩: ବୈଷ୍ଣବମାନଙ୍କର ପିନ୍ଧିବା ତୁଳସୀମାଳା — ୩. String of Holy Basil wood-beads worn round the neck by B&aline;i̱shṇabas.

୪: ଏକ ପ୍ରକାର ନାକଚଣା —୪. A kind of nose-ring.

ପ୍ରାଦେ. (ସମ୍ବଲପୁର) ବି —

ଲଙ୍ଗଳର କଣ୍ଟି — Handle of a plough.