କଣ୍ଠୀ
ଦେଖଣା
କଣ୍ଠୀ —
ଉଚ୍ଚାରଣ: Kaṇṭhī
ସଂ. ବି. (କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଠ+ସ୍ତ୍ରୀ. ଈ) —
୧: ଏକସରିଆ କଣ୍ଠାଭରଣ — ୧. One-stringed beaded necklace.
୨: ଅଶ୍ବକଣ୍ଠବେଷ୍ଟନ ଚର୍ମାଦିନିର୍ମିତ ରଜ୍ଜୁ — ୨. The halter put round the neck of a horse.
୩: କଣ୍ଠଦେଶ; ଗଳଦେଶ; ଗଳା —୩. Neck.
୪: ବୈଷ୍ଣବମାନଙ୍କ କଣ୍ଠସ୍ଥ ତୁଳସୀକାଠର ମାଳା — ୪. String of beads of Tulsi wood worn by B&aline;i̱shṇabas.
ସଂ. ବି. ସ୍ତ୍ରୀ. (କଣ୍ଠ+ସ୍ତ୍ରୀ. ଈ) —
କଣ୍ଠିକା (ଦେଖ) Kaṇṭhikā (See)
ଦେ. ବି —
କଣ୍ଠି (ଦେଖ) Kaṇṭhi (See)