କଣ୍ଠୀରବମଧ୍ୟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠୀରବମଧ୍ୟା
ଉଚ୍ଚାରଣ: Kaṇṭhīrabamadhyā

ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କଣ୍ଠୀରବ=ସିଂହ+ମଧ୍ୟ= କଟିଦେଶ) —

ସିଂହକଟି ପରି ସରୁ କଟି— ବିଶିଷ୍ଟ (ସ୍ତ୍ରୀ) —Slender-waisted (woman).