କଣ୍ଠ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠ୍ୟ
ଉଚ୍ଚାରଣ: Kaṇṭhya

ସଂ. ବିଣ. (କଣ୍ଠ+ୟ) —

୧: କଣ୍ଠସମ୍ବନ୍ଧୀୟ —୧. Relating to the throat.

୨: କଣ୍ଠରୁ ଉତ୍ପନ୍ନ —୨. Produced from the throat.

୩: କଣ୍ଠବାଟେ ଉଚ୍ଚାରିତ (ବର୍ଣ୍ଣ ବା ଧ୍ଵନି) — ୩. Guttural; (letter or sound) uttered through the throat.

୪: ଗଳା ବା ସ୍ବର ପାଇଁ ଉପକାରୀ (ଯଥା—ଔଷଧ) — ୪. Beneficial for the larynx (e.g. medicine).

ସଂ. ବି. —

୧: (ବ୍ୟାକରଣ)—କଣ୍ଠ ଦ୍ବାରା ଉଚ୍ଚାରିତ ବର୍ଣ୍ଣ (ହି. ଶବ୍ଦସାଗର) (ଯଥା—ଅ, ଆ, କ, ଖ, ଗ, ଘ, ଙ, ହ, ଃ) — ୧. Guttural letters.

୨: ଗଳାପାଇଁ ଉପକାରୀ ଔଷଧ (ହି. ଶବ୍ଦସାଗର) — ୨. Medicine or article beneficial for the throat.