କଣ୍ଡନୀ
ଦେଖଣା
କଣ୍ଡନୀ —
ଉଚ୍ଚାରଣ: Kaṇḍanī
ସ. ବି. ସ୍ତ୍ରୀ. (କଣ୍ଡ୍ ଧାତୁ=କରଣ. ଅନ+ସ୍ତ୍ରୀ. ଈ) —
ଢିଙ୍କି; ଶସ୍ୟ ଆଦି କାଣ୍ଡିବା ଯନ୍ତ୍ର; ଉଦୁଖଳ ମୂଷଳ — Husking jack; wooden pestle and mortar for husking rice etc.