କଣ୍ଡନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡନୀ
ଉଚ୍ଚାରଣ: Kaṇḍanī

ସ. ବି. ସ୍ତ୍ରୀ. (କଣ୍ଡ୍ ଧାତୁ=କରଣ. ଅନ+ସ୍ତ୍ରୀ. ଈ) —

ଢିଙ୍କି; ଶସ୍ୟ ଆଦି କାଣ୍ଡିବା ଯନ୍ତ୍ର; ଉଦୁଖଳ ମୂଷଳ — Husking jack; wooden pestle and mortar for husking rice etc.