କଣ୍ଡରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡରା
ଉଚ୍ଚାରଣ: Kaṇḍarā

କଣ୍ଡରାଣୀ, କଣ୍ଡୁରୁଣୀସ୍ତ୍ରୀ

ସଂ. ବି. (କଣ୍ଡ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅର+ଆ; ୟାହା ଦେହକୁ ରକ୍ଷା କରେ) —

(ବୈଦୀକ) ଶରୀରମଧ୍ୟସ୍ଥ ବଡ଼ ନାଡ଼ୀ —Big veins of the body.

[ଦ୍ର—ସୁଶ୍ରୂତରେ ୧୬:ଟି କଣ୍ଡରା ଶରୀରରେ ଥିବାର ଲେଖା ଅଛି ଏହି ନାଡ଼ୀମାନଙ୍କ ଦ୍ବାରା ଅବୟବମାନଙ୍କୁ ପ୍ରସାରିତ ଓ ସଙ୍କୁଚିତ କରାଯାଏ—ହି. ଶବ୍ଦସାଗର]

ଦେ. ବି. ପୁଂ —

ନୀଚ ଜାତିବିଶେଷ — A class of untouchables; a low- castes people.

[ଦ୍ର—ମାଛ ଧରିବା, ଚଉକିଦାରି କରିବା ଏମାନଙ୍କ ବ୍ୟବସାୟ ଏମାନେ ବାଉରିଙ୍କଠାରୁ ନୀଚ ଓ ପାଣଙ୍କଠାରୁ ଉଚ୍ଚ; ଉଚ୍ଚ ଜାତିର ହିନ୍ଦୁମାନେ ଏମାନଙ୍କୁ ସ୍ପର୍ଶ କରନ୍ତି ନାହିଁ]