କଣ୍ଡାଦୋରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡାଦୋରା
ଉଚ୍ଚାରଣ: Kaṇḍādorā

ପ୍ରାଦେ. (ଗଡ଼ଜାତ; ଜୟପୁର; ଗଞ୍ଜାମ) ବି. —

କନ୍ଧଭାଷା; ଓଡ଼ିଶା ଗଡ଼ଜାତ ଓ ମାନ୍ଦ୍ରାଜ ପ୍ରଦେଶର କନ୍ଧ— ମାନଙ୍କର କଥିତ ଭାଷା —The language spoken by the Kandhas in Orissa States and Madras.