କଣ୍ହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ହା
ଉଚ୍ଚାରଣ: Kaṇhā

ପ୍ରାଦେ. (ସମ୍ବଲପୁର) ବି —

କଣା; ଛିଦ୍ର — A hole.

ପ୍ରାଦେ. (ସମ୍ବଲପୁର) ବିଣ. ପୁଂ. —

କଣା; ଏକ ଚକ୍ଷୁବିଶିଷ୍ଟ — One eyed (person).