କତରାପୁରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତରାପୁରିଆ
ଉଚ୍ଚାରଣ: Katarāpuriā

ପ୍ରାଦେ. (କଟକ, ପୁରୀ) ବି —

ଜାଉଁଳିଆ; ରେଳ—ଜାହାଜ ଆଦି ନ ଥିବା ବେଳେ ବିଦେଶରୁ ଜାଉଁଳି ଦ୍ବାରା ପଣ୍ୟଦ୍ରବ୍ୟ ଓଡ଼ିଶାକୁ ଆଣି ବିକ୍ରୀ କରୁଥିବା ବ୍ରାହ୍ମଣ ଜାତି ବିଶେଷ — A caste of Brāhmaṇas who were engaged in the trade of merchandise from Calcutta before the advant of railway.