କତରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତରିଆ
ଉଚ୍ଚାରଣ: Katariā
कतरी

ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ତ୍ତରୀ; ଏହା କତୁରୀର ଫଳା ପରି ପତଳା ଥିବାରୁ) —

୧: ସ୍ତ୍ରୀ ଲୋକମାନଙ୍କର ହାତରେ ପିନ୍ଧିବା ଅଳଙ୍କାର ବିଶେଷ —୧. An ornament worn by females on the hands.

୨: କତୁରୀ —୨. Scissors.