କତରିଆ
ଦେଖଣା
କତରିଆ —
ଉଚ୍ଚାରଣ: Katariā
कतरी
ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ତ୍ତରୀ; ଏହା କତୁରୀର ଫଳା ପରି ପତଳା ଥିବାରୁ) —
୧: ସ୍ତ୍ରୀ ଲୋକମାନଙ୍କର ହାତରେ ପିନ୍ଧିବା ଅଳଙ୍କାର ବିଶେଷ —୧. An ornament worn by females on the hands.
୨: କତୁରୀ —୨. Scissors.