କତର୍ବଘା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତର୍ବଘା
ଉଚ୍ଚାରଣ: Katarbaghā

ପ୍ରାଦେ. (ସମ୍ବଲପୁର) ବି—(ସଂ. କୃତ ଧାତୁ+ ବ୍ୟାଘ୍ର) —

କକୋମିନା; ଶିଶୁମାନଙ୍କୁ ଡ଼ରାଇବା ପାଇଁ ସ୍ତ୍ରୀଲୋକଙ୍କ ବର୍ଣିତ କାଳ୍ପନିକ ଜୀବ —Imaginary scarecrow with whose story females frighten children to submission.