କତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତା
ଉଚ୍ଚାରଣ: Katā
কাতান, কাটারী, কাতী कत्ता, कटारी কাতা,ছেবড়া छलका

ଦେ. ବି. (ସଂ. କର୍ତ୍ତନ) —

୧: ଛୋଟ କଟୁରୀ; କାତୀ — ୧. Small billhook.

୨: ଛୋରା — ୨. A kind of dagger.

୩: ନଡ଼ିଆ ଫଳର ଉପରିସ୍ଥ ଚୋପା — ୩. Copra; outer rind of a cocoanut; the stringly coat of a cocoanut.

୪: ନଡ଼ିଆ ଫଳର ଉପରିସ୍ଥ ଟାଣୁଆ ଚୋପାକୁ ବାଡ଼େଇ ତହିଁରୁ ବାହାର କରାୟିବା ତନ୍ତୁ —୪. Fibre made by beating copra; coir.

୫: ନଡ଼ିଆକତାର ତନ୍ତୁରେ ର୍ନିମିତ ଦଉଡ଼ି — ୫. Rope made of copra.

ଦେ. ବିଣ.—

ଅତି ଶୁଷ୍କ ଓ ନୀରସ — Very dry and Juiceless.

ପ୍ରାଦେ. (ସମ୍ବଲପୁର) ବିଣ. —

କିପରି — What Sort of.