କତିଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତିଥ
ଉଚ୍ଚାରଣ: Katitha

ସଂ. ବିଣ. (କତି+ପ୍ରକାରର୍ଥେ. ଥ) —

କେତେ ପ୍ରକାରର — of some kinds; some kinds of; of how many kinds.