କତୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତୁରା
ଉଚ୍ଚାରଣ: Katurā
ছঁটা कतराहूआ

ସଂ. ବିଣ. (ସଂ. କର୍ତ୍ତିତ) —

୧: ଅଗକଟା ହୋଇଥିବା — ୧. Cropped up; cut on the top.

୨: କତୁରୀଦ୍ବାରା କଟା ହୋଇଥିବା —୨. Cropped or cut by the scissors.

ছঁটা कतरवाइ

ଦେ. ବି.—

(ବାଳ) କତୁରିବାକ୍ରିୟା; ଅଗ କାଟିବା କର୍ମ — The act of cropping up (the hair).