କତୁରା
ଦେଖଣା
କତୁରା —
ଉଚ୍ଚାରଣ: Katurā
ছঁটা
कतराहूआ
ସଂ. ବିଣ. (ସଂ. କର୍ତ୍ତିତ) —
୧: ଅଗକଟା ହୋଇଥିବା — ୧. Cropped up; cut on the top.
୨: କତୁରୀଦ୍ବାରା କଟା ହୋଇଥିବା —୨. Cropped or cut by the scissors.
ছঁটা
कतरवाइ
ଦେ. ବି.—
(ବାଳ) କତୁରିବାକ୍ରିୟା; ଅଗ କାଟିବା କର୍ମ — The act of cropping up (the hair).