କତୁରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତୁରିଆ
ଉଚ୍ଚାରଣ: Katuriā

ପ୍ରାଦେ. (ଗଡ଼ଜାତ) ବି. (ତୁଳ. ସମ୍ବଲପୁର—କତ୍ରିଆ; ବନ୍ଦରିଆ) —

ଗଉଡ଼ୂଣୀ, ଚାଷୂଣୀ ଆଦି ପିତ୍ଳବାହି ଉପରେ ଅର୍ଥାତ କହୁଣୀପାଖରେ ପିନ୍ଧିବା ପିତଳର ପତଳା ବଳୟ —Thin bracelet of brass worn by lowcaste females below the elbow.