କତୁରିବା
ଦେଖଣା
କତୁରିବା —
ଉଚ୍ଚାରଣ: Katuribā
ছাটা
कतरमा
(କତୁରାଇବା—ଣିଜନ୍ତ)
ଦେ. କ୍ରି —
୧: ଅଗରୁ ପତଳା କରି କାଟିବା — ୧. To cut the outstanding or upper portion.
୨: କତୁରୀରେ କାଟିବା —୨. To crop with the scissors.
୩: କାଟି ଦେବା ନାଶ କରିବା —୩. To destroy.
ଅହେ ଦଣ୍ଡଧାରୀ ସେ ସମ୍ପତ୍ତି କତୁରୀ ମୋର ନିଜରଚ୍ଛୁକୁ ଦେଉଛି କତୁରି କୃଣ୍ଣସିଂହ. ମହାଭାରତ. ସଭା