Jump to content

କତୁରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତୁରିବା
ଉଚ୍ଚାରଣ: Katuribā
ছাটা कतरमा

(କତୁରାଇବା—ଣିଜନ୍ତ)

ଦେ. କ୍ରି —

୧: ଅଗରୁ ପତଳା କରି କାଟିବା — ୧. To cut the outstanding or upper portion.

୨: କତୁରୀରେ କାଟିବା —୨. To crop with the scissors.

୩: କାଟି ଦେବା ନାଶ କରିବା —୩. To destroy.

ଅହେ ଦଣ୍ଡଧାରୀ ସେ ସମ୍ପତ୍ତି କତୁରୀ ମୋର ନିଜରଚ୍ଛୁକୁ ଦେଉଛି କତୁରି କୃଣ୍ଣସିଂହ. ମହାଭାରତ. ସଭା