କତ୍ତାସମ୍ବତ୍ସର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତ୍ତାସମ୍ବତ୍ସର
ଉଚ୍ଚାରଣ: Kattāsambatsara

ପ୍ରାଦେ. (ଗଞ୍ଜାମ) ବି. (ତୁଳ. ତେ. କତ୍ତାସାଂବତ୍ସାରଂ) —

୚ଞ୍ଜାମ ଓଡ଼ିଆଙ୍କର ମାର୍ଚ୍ଚ ମାସ ଶେଷ ସପ୍ତାହରେ ପଡ଼ିବା ଏକ ଉତ୍ସବ —A festival observed by the Oriyas of Ganjam in the last week of March.

[ ଦ୍ର—ଏ ଦିନ ଲୋକେ ପିଠା ପଣା କରି ଖାଆନ୍ତି ଏବଂ ବନ୍ଧୁ— ବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ନୂତନ ବସ୍ତ୍ର ପିନ୍ଧାନ୍ତି ତେଲଙ୍ଗା— ମାନଙ୍କର ଏହା ବର୍ଷର ପ୍ରଥମ ଦିନ]