କତ୍ତୃଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତ୍ତୃଣ
ଉଚ୍ଚାରଣ: Kattṛuṇa
ସଂ. ପର୍ୟ୍ୟାୟ—ରୌହିଷ,

ଦେବଗ୍ଧଜ, ସୌଗନ୍ଧିକ,

ଭୂତିକ, ପୌର, ଶ୍ୟାମକ,

ଧୂମଗନ୍ଧିକ রামঁকর্পুর रोहिस् साधिआँ,

गन्धेज्घास , अगिआघास् ତେ. କାମଂଚିଗଡ୍ଡି, ତୁରୀକୁର

ମ. ରୋହିଷ

ଫା. ଖବାଲମାମୁନ୍

ଆ. ଅଜମ୍ବର

ସଂ. ବି. (କୁ+ତୃଣ; କୁ ସ୍ଥାନରେ କତ୍ ଆଦେଶ) —

ଧନିତ୍ରୀ; ରାମକପୁରା; ସୁଗନ୍ଧ ତୃଣବିଶେଷ — A kind of scented grass; Ansropogen Schoenanthes.

[ ଦ୍ର—ଏହା ବୁଦା ବୁଦା ହୋଇ ତିନି ଚାରି ହାତ ବଢ଼େ ଏହାର ପତ୍ର ସୁଗନ୍ଧ ଏହା କଷାୟ. ତିକ୍ତରସ ଓ କଟୁବିପାକ; ଏହା ହୃଦ୍ରୋଗ, କଣ୍ଠରୋଗ, ପିତ୍ତ, ରକ୍ତଦୋଷ, ଶୂଳ, କାଶ, କଫ ଓ ଜ୍ବରନାଶକ ବିଶେଷତଃ ଗୋରୁ— ମାନଙ୍କର ୟାବତୀୟ ଉଦର ରୋଗର ଏହା ପ୍ରଧାନ ଔଷଧ]