କତ୍ରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତ୍ରିବା
ଉଚ୍ଚାରଣ: Katribā

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କୃତ ଧାତୁ) —

୧: କତୁରିବା; କତୁରିଦ୍ବାରା କାଟିବା — ୧. To clip with scissors.

୨: (ଶୁଆ ଆଦି) ଫଳକୁ ଥଣ୍ଟଦ୍ବାରା କାଟିବା — ୨. To cut (a fruit) wi the be k.