କଥନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥନ
ଉଚ୍ଚାରଣ: Kathana

ସଂ. ବି. (କଥ୍ ଧାତୁ=କହିବା+ଭାବ. ଅନ) —

୧: ଉକ୍ତି —୧. Speech; narration.

୨: କହିବା —୨. Act of speaking; reciting; narrating; relating (any thing).