କଥାକୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାକୁ
ଉଚ୍ଚାରଣ: Kathāku

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କଥକ) —

ବାଚାଳ; ଗପଡ଼ି — Talkative.