କଥାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାଣି
ଉଚ୍ଚାରଣ: Kathāṇi

ପ୍ରାଦେ. (ସମ୍ବଲପୁର) ବି. (ସଂ. କଥନ; କଥାନିକା) —

କଥା; କାହାଣି —Story; folktale.