କଥାପ୍ରସଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାପ୍ରସଙ୍ଗ
ଉଚ୍ଚାରଣ: Kathāprasaṅga

ସଂ. ବି. (୬: ଷ୍ଠୀ ତତ୍; କଥା+ପ୍ରସଙ୍ଗ=ପ୍ରସ୍ତାବ) —

୧: କଥାର ପ୍ରସ୍ତାବ ବା ଆରାମ୍ଭ — ୧. Course of conversation.

୨: କଥୋପକଥନ —୨. Conversation.

୩: ପ୍ରବାଦ —୩. Rumour.

୪: ଅନେକ ପ୍ରକାରର କଥାଭାଷା —୪. Talk on various subjects.

୫: (ବହୁବ୍ରୀହ) ବିଷବୈଦ୍ଧ୍ୟ —୫. One who professes to cure snake-bite by Mantras.

୬: ସାପୁଆ —୬. Snake-eharmer.

ସଂ. ବିଣ. (ବହୁବ୍ରୀହି) —

ବାଚାଳ; ଗପଡ଼ି —Talkative.