କଥାପ୍ରସଙ୍ଗ
ଦେଖଣା
କଥାପ୍ରସଙ୍ଗ —
ଉଚ୍ଚାରଣ: Kathāprasaṅga
ସଂ. ବି. (୬: ଷ୍ଠୀ ତତ୍; କଥା+ପ୍ରସଙ୍ଗ=ପ୍ରସ୍ତାବ) —
୧: କଥାର ପ୍ରସ୍ତାବ ବା ଆରାମ୍ଭ — ୧. Course of conversation.
୨: କଥୋପକଥନ —୨. Conversation.
୩: ପ୍ରବାଦ —୩. Rumour.
୪: ଅନେକ ପ୍ରକାରର କଥାଭାଷା —୪. Talk on various subjects.
୫: (ବହୁବ୍ରୀହ) ବିଷବୈଦ୍ଧ୍ୟ —୫. One who professes to cure snake-bite by Mantras.
୬: ସାପୁଆ —୬. Snake-eharmer.
ସଂ. ବିଣ. (ବହୁବ୍ରୀହି) —
ବାଚାଳ; ଗପଡ଼ି —Talkative.