କଥାସାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାସାର
ଉଚ୍ଚାରଣ: Kathāsāra

ସଂ. ବିଣ. (ବହୁବ୍ରୀହି; କଥା+ସାର) —

ବଚନସର୍ବସ୍ବ; ଯେ ମୁହଁରେ ଲମ୍ବାଚଉଡ଼ା କଥାଗୁଡ଼ିଏ କହେ ମାତ୍ର କାର୍ୟରେ କିଛି ଶକ୍ତି ବା ୟୋଗ୍ୟତା ଦେଖାଇ ପାରେ ନାହିଁ — Full of verbiage; one who promishes many things but performs nothing; hollow sounding; uttering high sounding words; ending in words only.