କଥୀକୃତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୀକୃତ
ଉଚ୍ଚାରଣ: Kathīkṛuta

ସଂ. ବିଣ. (କଥା+ଅଭୂତ. ତଭାବେ ଚ୍ବି+କୃ ଧାତୁ+କର୍ମ. ତ) —

କଥାମାନ୍ତ୍ରାବଶିଷ୍ଟ; କେବଳ ଗଳ୍ପରୁପରେ ଚଳୁଥିବା — Reduced to a tale; existing only in words or books; a mere matter of history; no longer in existence.