କଥୀକୃତ
ଦେଖଣା
କଥୀକୃତ —
ଉଚ୍ଚାରଣ: Kathīkṛuta
ସଂ. ବିଣ. (କଥା+ଅଭୂତ. ତଭାବେ ଚ୍ବି+କୃ ଧାତୁ+କର୍ମ. ତ) —
କଥାମାନ୍ତ୍ରାବଶିଷ୍ଟ; କେବଳ ଗଳ୍ପରୁପରେ ଚଳୁଥିବା — Reduced to a tale; existing only in words or books; a mere matter of history; no longer in existence.