କଥୁଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୁଁ
ଉଚ୍ଚାରଣ: Kathuñ

ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. (ସଂ. କଥମ୍) —

୧: ମୁଣୁହୁଁ; ଆଦୌ —୧. At all.

୨: କଦାପି —୨. Ever.