କଥୟନ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୟନ୍ତି
ଉଚ୍ଚାରଣ: Kathayanti

ସଂ. କ୍ରି. (ବହୁବଚନାନ୍ତ; ପ୍ରାଚୀନ ପଦ୍ୟ) —

ମାନ୍ୟାର୍ଥ ଓ ବହୁବଚନରେ (ସେ; ସେମାନେ) କହନ୍ତି; କହୁ— ଅଛନ୍ତି —(he or they) Is or are saying.

କଥୟନ୍ତି ଦାଶରଥି ଶୁଣ ହେ ସୁଗ୍ରୀବର—ଦାଣ୍ଡୀରାମାୟଣ