କଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦ
ଉଚ୍ଚାରଣ: Kada

ସଂ. ବିଣ. (କ=ସୁଖ, ଜଳ+ତା ଧାତୁ=ଦେବା+କର୍ତ୍ତୃ. ଅ) —

ସୁଖଦାୟକ —Giving happiness; pleasant.

ସଂ. ବି —

ମେଘ —Cloud.