କଦଗ୍ନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଗ୍ନି
ଉଚ୍ଚାରଣ: Kadagni

ସଂ. ବି. (କର୍ମଧା; କୁ+ଅଗ୍ନି; କୁ ସ୍ଥାନରେ କତ୍ ଆଦେଶ) —

ମନ୍ଦାଗ୍ନି; ଅଗ୍ନିମାନ୍ଦ୍ୟ — Indigestion; dyspepsia.

ସଂ. ବିଣ. (ବହୁବ୍ରୀହି) —

ଅଗ୍ନିମାନ୍ଦ୍ୟ ରୋଗଗ୍ରସ୍ତ —Dyspeptic.