କଦଧ୍ବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଧ୍ଵା
ଉଚ୍ଚାରଣ: Kadadhwā

ସଂ. ବି. (କର୍ମାଧା; କୁ+ଅଧ୍ଵନ୍=ପଥ; କୁ ସ୍ଥାନରେ କତ୍ ଆଦେଶ) —

୧: କୃପଥ —୧. Wrethed road.

୨: କୁମାର୍ଗ — ୨. Bad way.

ସଂ. ବିଣ. ପୁଂ. (ବହୁବ୍ରୀହି) —

କୁମାର୍ଗଗାମୀ — One given to evil ways gone astray.