କଦନ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦନ୍ନ
ଉଚ୍ଚାରଣ: Kadanna

ସଂ. ବି. (କର୍ମଧା; କୁ+ଅନ୍ନ; କୁ ସ୍ଥାନରେ କତ୍ ଆଦେଶ) —

୧: କୁତ୍ସିତ ଅନ୍ନ; ଅଖାନ୍ଦ୍ୟ — ୧. Bad or unclean food.

୨: ସମ୍ୟକ୍ ସିଦ୍ଧ ହୋଇ ତ ଥିବା ଅନ୍ନ — ୨. Food not properly boiled.

୩: କୁତ୍ସିତ ଲୋକ ଘରର ବା ପାକର ଅନ୍ନ — ୩. Food cooked by a low-caste person.

୪: ପରଠାରୁ ମାଗି ଆଣିବା ଅନ୍ନ — ୪. Food begged of others.

(କଦନ୍ନା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି) —

କୁତ୍ସିତ ଅନ୍ନପ୍ରିୟ — Fond of unclean food.