କଦପତ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦପତ୍ୟ
ଉଚ୍ଚାରଣ: Kadapatya
(କଦପତ୍ୟା—ସ୍ତ୍ରୀ)

ସଂ. ବି. (କର୍ମଧା; କୁ+ଅପତ୍ୟ; କୁ ସ୍ଥାନରେ, କତ୍ ଆଦେଶ) —

୧: କୁପୁତ୍ର; କୁସନ୍ତାନ; କୁଳାଙ୍ଗାର ପୁତ୍ର — ୧. Unworthy scion of a family.

୨: କଦାକାର ସନ୍ତାନ —୨. Deformed child.

ସଂ. ବିଣ. ପୁଂ. (ବହୁବ୍ରୀହି) —

କୁପୁତ୍ରବିଶିଷ୍ଟ — Having a deformed or unworthy child.