କଦପତ୍ୟ
ଦେଖଣା
କଦପତ୍ୟ —
ଉଚ୍ଚାରଣ: Kadapatya
(କଦପତ୍ୟା—ସ୍ତ୍ରୀ)
ସଂ. ବି. (କର୍ମଧା; କୁ+ଅପତ୍ୟ; କୁ ସ୍ଥାନରେ, କତ୍ ଆଦେଶ) —
୧: କୁପୁତ୍ର; କୁସନ୍ତାନ; କୁଳାଙ୍ଗାର ପୁତ୍ର — ୧. Unworthy scion of a family.
୨: କଦାକାର ସନ୍ତାନ —୨. Deformed child.
ସଂ. ବିଣ. ପୁଂ. (ବହୁବ୍ରୀହି) —
କୁପୁତ୍ରବିଶିଷ୍ଟ — Having a deformed or unworthy child.