କଦମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦମ୍
ଉଚ୍ଚାରଣ: Kadam
কদম कदम

ବୈଦେ. ବି. (ଆ. କଦମ୍=ପାଦ) —

୧: ଅଶ୍ବର ଗତିବିଶେଷ — ୧. A kind of measured trot of a trained horse.

କାହିଁ ଅଶ୍ବାରୋହୀ ଘେନ ଅଶ୍ବବର. କିଦମେ ବୁଲାଇ ଚକ୍ବର ରାଧାନାଥ. ନନ୍ଦକେଶ୍ବରୀ

୨: ପହଣ୍ଡ; ପାଦବିସ୍ତାର; ଚାଲିଲା ବେଳେ ଦୁଇ ଗୋଡ଼ ମଧ୍ୟରେ ଥିବା ଅନ୍ତର —୨. Foot-step; pace.

ତନ୍ତିସାଇକୁ ଚାରିଶ କି ଗ୍ରଶ଼ଞ୍ଚ କଦମ ଦୂର ବିଲ ମଝିରେ ଡମସାଇ ଫକିରମୋହନ—ଛମାଣଆଠଗୁଣ୍ଠ

୩: ପାଦ —୩. Foot.

୪: ମହମା; ମହାମ୍ତ୍ୟ —୪. power.

୫: କଦମ୍ବ ଗଛ ଓ ଫୁଲ —୫. A species of tree and its flower; Nauclea Cadamuba.

ସଂ. ବିଣ —

ହର୍ଷୋତ୍ତ୍ଫୁଲ୍ଲ — With hairs standing on end through joy.