କଦମ୍
ଦେଖଣା
କଦମ୍ —
ଉଚ୍ଚାରଣ: Kadam
কদম
कदम
ବୈଦେ. ବି. (ଆ. କଦମ୍=ପାଦ) —
୧: ଅଶ୍ବର ଗତିବିଶେଷ — ୧. A kind of measured trot of a trained horse.
କାହିଁ ଅଶ୍ବାରୋହୀ ଘେନ ଅଶ୍ବବର. କିଦମେ ବୁଲାଇ ଚକ୍ବର ରାଧାନାଥ. ନନ୍ଦକେଶ୍ବରୀ
୨: ପହଣ୍ଡ; ପାଦବିସ୍ତାର; ଚାଲିଲା ବେଳେ ଦୁଇ ଗୋଡ଼ ମଧ୍ୟରେ ଥିବା ଅନ୍ତର —୨. Foot-step; pace.
ତନ୍ତିସାଇକୁ ଚାରିଶ କି ଗ୍ରଶ଼ଞ୍ଚ କଦମ ଦୂର ବିଲ ମଝିରେ ଡମସାଇ ଫକିରମୋହନ—ଛମାଣଆଠଗୁଣ୍ଠ
୩: ପାଦ —୩. Foot.
୪: ମହମା; ମହାମ୍ତ୍ୟ —୪. power.
୫: କଦମ୍ବ ଗଛ ଓ ଫୁଲ —୫. A species of tree and its flower; Nauclea Cadamuba.
ସଂ. ବିଣ —
ହର୍ଷୋତ୍ତ୍ଫୁଲ୍ଲ — With hairs standing on end through joy.