କଦର୍ଥିତ
ଦେଖଣା
କଦର୍ଥିତ —
ଉଚ୍ଚାରଣ: Kadarthita
ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ବିଷ୍ଟ] —
୧: କୁତ୍ସିତଅର୍ଥରେ ବୁଝାୟିବା — ୧. Misinterpreted.
୨: ବିଡ଼ମ୍ବିତ —୨. Humiliated; misjudged.
୩: ଦୂଷିତ —୩. Soiled; desecrated; vilified.
୪: ନିର୍ୟାତିତ —୪. Persecuted.
୫: ପୀଡ଼ିତ —୫. Oppressed; tortured.