କଦର୍ଥିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦର୍ଥିତ
ଉଚ୍ଚାରଣ: Kadarthita

ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ବିଷ୍ଟ] —

୧: କୁତ୍ସିତଅର୍ଥରେ ବୁଝାୟିବା — ୧. Misinterpreted.

୨: ବିଡ଼ମ୍ବିତ —୨. Humiliated; misjudged.

୩: ଦୂଷିତ —୩. Soiled; desecrated; vilified.

୪: ନିର୍ୟାତିତ —୪. Persecuted.

୫: ପୀଡ଼ିତ —୫. Oppressed; tortured.