କଦର୍ଯ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦର୍ଯ୍ୟ
ଉଚ୍ଚାରଣ: Kadarjya

(କଦର୍ଯ୍ୟ—ବି)

ସଂ. ବିଣ. (କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ) —

୧: କୁତ୍ସିତ —୧. Bad; clumsy; nasty; awkward; base.

୨: କୃପଣ; ଯେ ନିଜେ ପାଇ ଓ ଆପଣା ପରିବାରକୁ ଦୁଃଖ ଓ ଅଭାବରେ ପକାଇ ଧନ ସଞ୍ଚେ — ୨. Miserly; niggardly.

୩: ଲୋଭି —୩. Covetuous.

୪: ନିତ; ଜଘନ୍ୟ; କ୍ଷୂଦ୍ର — ୪. Petty; aboneinable.

ଦେ. ବି. —

୧: କୃପଣ ବ୍ୟକ୍ତି —୧. A miser.

୨: ବିଡ଼ମ୍ବନା; ନିର୍ଯ୍ୟାତନ —୨. Humiliation.

ଦେ. ବିଣ. —

କୁତ୍ସିତ; ଅପରିଷ୍କୃତ — ୧. Uncleansed; dirty.

୨: ନିର୍ଯ୍ୟାତିତ; ବିଡ଼ମ୍ବିତ — ୨. Humiliated.

୩: ଆକ୍ରାନ୍ତ —୩. Oppressed.

୪: କଲବଲ; କ୍ଳିଷ୍ଟ; ଡହଳବିକଳ —୪. Afficited with pain; sorely troubled.

ଆତ୍ମାକୁ କଦର୍ଯ୍ୟ କଲେ ରୋଗ ଘଟେ ଦେହେ ପୀତାମ୍ବର ନୃସିଂହପୂରଣ