କଦଳୀ ପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ ପତ୍ର
ଉଚ୍ଚାରଣ: Kadaḻī patra
केलाका पत्ता

ଦେ. ବି. —

୧: କଦଳୀ ଗଛର ପତ୍ର — ୧. Leaf of a plantain tree.

[ ଦ୍ର—ଏହା ଅତି ପ୍ରଶସ୍ତ ଓ ଚିକ୍କଣ ଥିବାରୁ ଲୋକେ ଏଥିରେ ଖାଦ୍ୟ ଦ୍ରବ୍ୟ ରଖି ଖାଆନ୍ତି]

୨: (ବଣିଆ ଶବ୍ଦ) ରାଜା ବା ବଡଲୋକଙ୍କ ପରିବାରରେ ବ୍ୟବହୃତ ସୁନା ରୁପାରେ ପ୍ରସ୍ତୁତ, ଗୋଡ଼ଥିବା, କଦଳୀ ପତ୍ର ତୁଲ୍ୟ ପାତ୍ରବିଶେଷ