କଦଳୀ ବାଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଳୀ ବାଞ୍ଚା
ଉଚ୍ଚାରଣ: Kadaḻī bān̄jhā

ପ୍ରାଦେ. (ଗଞ୍ଜାମ) ବି. ସ୍ତ୍ରୀ. (ସଂ କଦଳୀ+ବନ୍ଧ୍ୟା) —

କଦଳୀ ଗଛ ଗୋଟିଏ ମାତ୍ର ପେଣ୍ଡା ପକାଇଲା ପରି ଯେଉଁ ସ୍ତ୍ରୀ ଏକମାତ୍ର ସନ୍ତାନ ଜନ୍ମ କରିଥାଏ — The mother of one child only.