କଦାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦାଇବା
ଉଚ୍ଚାରଣ: Kadāibā

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କର୍ଦ୍ଦମ) —

ମାଟିରେ ପାଣି ମିଶାଇ ଚକଟି କାଦୁଅ କରିବା — To turn earth into clay by mixing water and kneading.