କଦାଚାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦାଚାରୀ
ଉଚ୍ଚାରଣ: Kadāchārī
(କଦାଚାରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କଦାଚାର+ଅଛି ଅର୍ଥରେ. ଇନ୍,୧: ମା. ୧: ବ) —

କଦାଚାର; ଯେଉଁ ବ୍ୟକ୍ତିର ଆଚରଣ କୁତ୍ସିତ; ଅନାଚାରୀ; ଅସନ୍ନାର୍ଗାବଲମ୍ବୀ — Profligate; following evil ways.