କଦ୍ଜବାବ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦ୍ଜବାବ୍
ଉଚ୍ଚାରଣ: Kadjabāb
শেষ জবাব कद् जबाब

ବୈଦେ. ବି. (ଫା.) (କଚିରିଆ ଭାଷା) —

ଅଦାଲତରେ ପ୍ରତିବାଦୀ ଦେବା ଜବାବର ଖଣ୍ଡନାର୍ଥ ବାଦୀ ଦେବା ଦ୍ବୀତୀୟ ଜବାବର (ରଦ୍ଜବାବର) ଉତ୍ତରରେ ପ୍ରତି ବାଦୀ ଦାଖଲ କରିବା ଜବାବ — Second written statement of the defendant to meet the plaintiff's second statement.

[ ଦ୍ର—ପୂର୍ବେ କାଜିମାନଙ୍କ ବିଚାର—ଅଦାଲତରେ ବାଦୀର ଦାବିର ଉତ୍ତରରେ ପ୍ରତିବାଦୀ ଜବାବ ଦେଉଥିଲା ପ୍ରତିବାଦୀର ପ୍ରଦତ୍ତ ଉକ୍ତ ଜବାବକୁ ଖଣ୍ଡନ ବା ରଦ୍ କରିବା ପାଇଁ ବାଦୀ ରଦ୍ଜବାବ ଦେଉଭିଲା ଏ 'ରଦ୍ଜବାବ'ର ଉତ୍ତରରେ ପ୍ରତିବାଦୀ 'କଦ୍ଜବାବ ଦେଉଥିଲା ଓ ତତ୍ପରେ ବାପୀ ଶେଷରେ 'ହଦ୍ଜବାବ' ଦେଉ— ଥିଲା ଏହିଠାରେ ବାଦିପ୍ରତିବାଦୀଙ୍କର ଉତ୍ତରପ୍ରତ୍ତ୍ୟୁତ୍ତର ଶେଷ ହେଉଥିଲା ତତପରେ ମକଦ୍ଦମାର ବିଶ୍ବର ଆରମ୍ଭ ହେଉଥିଲା]