କଧ୍ରିବା
ଦେଖଣା
କଧ୍ରିବା —
ଉଚ୍ଚାରଣ: Kadhribā
ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କଦ୍ ଧାତୁ=ବ୍ୟାକୁଳ ହେବା; ତୁଳ. ହି. କଦରନା=କାତର ବା ଭୀତ ହେବା) —
କର୍ମ କରିବାକୁ କୁଣ୍ଠିତ ହେବା — To be unwilling to do or shrink from doing a work.