କଧ୍ରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଧ୍ରିବା
ଉଚ୍ଚାରଣ: Kadhribā

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କଦ୍ ଧାତୁ=ବ୍ୟାକୁଳ ହେବା; ତୁଳ. ହି. କଦରନା=କାତର ବା ଭୀତ ହେବା) —

କର୍ମ କରିବାକୁ କୁଣ୍ଠିତ ହେବା — To be unwilling to do or shrink from doing a work.