କନକଗୌର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଗୌର
ଉଚ୍ଚାରଣ: Kanakag&aline;&uline;ra
(କନକଗୌରୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ଉପମିତ କର୍ମଧା. କନକ+ଗୌର) —

ସୁନା ପରି ଗୋରା —Of bright-yellow or golden complexion.