କନକଚମ୍ପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକଚମ୍ପା
ଉଚ୍ଚାରଣ: Kanakachampā

ଦେ. ବି. (ସଂ. କନକଚମ୍ପକ) —

୧: ଏକ ପ୍ରକାର ସୁଗନ୍ଧ ଫୁଲ ଓ ତାହାର ଗଛ —୧. The name of a tree and its sweet scented flower; Pterospermum Acerifolium.

୨: ଏକ ଜାତୀୟ ଧାନ —୨. A kind of paddy.

ପ୍ରାଦେ. (ସମ୍ବଲପୁର) ବି. —

କନିଅର (ଦେଖ) Kaniara (See)